ହିଙ୍ଗୁଳା ମହାବିଦ୍ୟାଳୟ , ଶଙ୍ଖଚିଲା ଠାରେ ଆନ୍ତର୍ଜାତୀୟ ଅହିଂସା ଦିବସ ସହ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ପାଳନ ହୋଇଥିଲା ! ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ସାଧାରଣଜ୍ଞାନ ପ୍ରତିଯୋଗିତା ( Quiz Competition) ଅନୁଷ୍ଠିତ ହୋଇଥିଲା ! କାର୍ଯ୍ୟକ୍ରମକୁ କୋରେଇ ଉନ୍ନୟନ ପରିଷଦ ଆୟୋଜନ କରିଥିବା ସହ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନ , ବିନୋବା ସେବା ପ୍ରତିଷ୍ଠାନ , ବରଗଦ, ବିକଳ୍ପ ଓ ତୁଳସୀଦେବୀ ଫାଉଣ୍ଡେସନ ସହଯୋଗ କରିଥିଲେ !

A quiz competition & award ceremony was held on the occasion of Int Non-Violence day, Gandhiji & Shastriji Jayanti at Hingula College , Korai, Jajpur. The program had organised by Korai Unnayan Parishad in association with Gandhi Global Foundation, Vinoba Seva Pratisthan, Bargad , Tulashidevi Foundation & BIKALP.